ତ୍ରିଦିବସୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ବିଧାୟକ

ଝରିଗାଁ ବ୍ଳକ ଚାଟିଗୁଡ଼ା ପଞ୍ଚାୟତ ପରିଆଠାରେ ତ୍ରିଦିବସୀୟ ଫୁଟ ବଳ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ବ୍ଳକ ଅଧ୍ଯକ୍ଷ ଦୁର୍ବା ପ୍ରସାଦ ମାଝୀ ଜିଲ୍ଲା ପରିଷଦ ଶ୍ୟାମସୁନ୍ଦର ନାୟକ ଚାଟିଗୁଡ଼ା ସରପଞ୍ଚ ଗୋପ ବାଲି ପୂଜାରି ଆଉ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

ମହୁଳି ଓ ବକଡା ବେଡା ପାଇନାଳରେ ପ୍ରବେଶ କରିଥିଲେ । ପାଇନାଲ ରେ ବାକଡ଼ା ବେଡ଼ା ଟିମ ବିଜୟ ଲାଭ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes