ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ବାଲେଶ୍ଵର ଜିଲ୍ଲା ସୋର ଷୋଳଭଉଣୀ ଡ୍ୟାମରେ ଜଣେ ଯୁବକଙ୍କୁ ହାତୀ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି।

ମୃତ ଯୁବକ ଔପଦା ଥାନା ପାଇକପଡା ଗାଁର ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes