ଅର୍ଚ୍ଚନା ନାଗଙ୍କ ପୈତୃକ ବାସଭବନରେ ଇଡିର ଚଢ଼ାଉ

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ପୈତୃକ ବାସଭବନରେ ଇଡି ଚଢ଼ାଉ କରିଛି।

ସିଆରପିଏଫ ଓ ପୁଲିସ ଉପସ୍ଥିତିରେ ଇଡି ତଦନ୍ତ କରୁଛି। ସେହିଭଳି ବାଲେଶ୍ୱର, କଟକ ଓ ଭୁବନେଶ୍ୱର ସତ୍ୟବିହାର ଘର ସହ ୮ଟି ସ୍ଥାନରେ ଇଡିର ଖୋଳତାଡ଼ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes