ଦେବଗଡ଼ ଜିଲ୍ଲା ବାରୋକଟ ବ୍ଲକ ରାଇତାବାହାଲ ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଇ ଯାଇଛି ।
ଏହି ଶିବିରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇ ପଞ୍ଚାୟତରେ ଆସିଥିବା ୪୩ ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶକ୍ୟ ପଦକ୍ଷେପ ପାଇଁ ସଂପୃକ୍ତ ବିଭଗ୍ୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ 23 ଟି ବ୍ୟକ୍ତିଗତ ସମସ୍ୟା ଏବିଂ ୨୦ ଟି ସାମୁହିକ ସମସ୍ୟା ରହିଥିଲା।