ଘାଟିରେ ଓଲଟିଲା ଅଟୋ, ୭ ଆହତ

ଗଜପତି ଜିଲ୍ଲା ମୋହନା ଲେଡ଼ ବନ୍ଧ ଘାଟିରେ ଅଟୋ ଓଲଟି ପଡ଼ିଛି।

ଲୁହାଗୁଡ଼ିରି କିଛଇ ଲୋକଙ୍କୁ ନେଇ ମୋହନା ଆସୁଥିବା ବେଳେ ଦୁର୍ଘଟଣା ଘଟିଛି। ଉଦ୍ଧାର ସମସ୍ତ ଆହତଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes