ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦୀପ ବନ୍ଦର

ଲଗାତାର ଷଷ୍ଠ ଥର ପାଇଁ ୧୦୦ ନିୟୁତ ମେଟ୍ରିକ ଟନ୍ କାରବାର କରିଛି ପାରାଦୀପ ବନ୍ଦର।

କ୍ୟାଲେଣ୍ଡର ବର୍ଷ ପୂରିବାକୁ ୪୦ ଦିନ ବାକିଥାଇ କାରବାର ରେକର୍ଡ କରିଛି। ଆମଦାନୀ ଓ ରପ୍ତାନୀରେ ସଫଳତା ହାସଲ କରିଛି ପାରାଦୀପ ପୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes