ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ଏନଜିଟି ଝଟକା

ବେଆଇନ ଖଣି ଖନନ ଜଙ୍ଗଲ ଜମିକୁ ଖଣିଜ ଦ୍ରବ୍ୟ ଚାଲାଣ ପାଇଁ ବ୍ୟବହାର ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଏନଜିଟି ଝଟକା।

ମିଛ ସତ୍ୟପାଠ ନେଇ ଏନଜିଟି ଖପ୍ପା ହୋଇଛନ୍ତି। ଜିଲ୍ଲାପାଳଙ୍କ ବାର୍ଷିକ ଗୁପ୍ତ ପଞ୍ଜିକାରେ ପ୍ରତିକୂଳ ମନ୍ତବ୍ୟ ଉଲ୍ଲେଖ ପାଇଁ ନିର୍ଦ୍ଦେଶ ଦେଇଛି ଏନଜିଟି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes