ରାୟଗଡ଼ା ଜିଲ୍ଲା କାଶୀପୁର ଟିକିରି ଥାନା କାଳିଆପଡ଼ା ଘାଟି ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି।
ଟ୍ରକ ଡ୍ରାଇଭରଙ୍କୁ ଉଷାପଡ଼ା ସ୍ଥିତ ଉତ୍କଳ ଆଲୁମିନା ମେଡ଼ିକାଲରେ ଭର୍ତ୍ତି
କରାଯାଇଛି। ଲୁଟ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି।
Credible Local News of Odisha