ବୈଦ୍ୟନାଥ ଶୈବ ପୀଠରେ ବୃଷ ସଂକ୍ରାନ୍ତି ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ବୈଦ୍ୟନାଥ ଶୈବ ପୀଠ ଠାରେ ଆଜି ବୃଷ ସଂକ୍ରାନ୍ତି ପାଳିତ ହୋଇଛି ।

ଏହି ଅବସରରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes