ଗଡ଼ହୁମାରେ ଗୁଣିଗାରେଡି ସନ୍ଦେହରେ ଦୁଇଜଣଙ୍କୁ ମାଡ଼

ଗଞ୍ଜାମ ଜିଲ୍ଲା ଗଡ଼ହୁମାରେ ଗ୍ରାମବାସୀ ଗୁଣିଗାରେଡି ସନ୍ଦେହରେ ଜଣେ ମହିଳା ଓ ପୁରୁଷଙ୍କୁ ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେଇଛନ୍ତି।

ପୁଲିସ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଛି। ଗତକାଲି ରାତିରେ ମନ୍ଦିରରେ ପୂଜା କରୁଥିବା ବେଳେ ୨ ଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes