ବାରମ୍ବାର ଗୁହାରି ସତ୍ତ୍ୱେ ନ୍ୟାୟ ନମିଳିବାରୁ ମହିଳା ଜଣକ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିବା ବେଳେ ପୁଲିସ ଉଠାଇ ନେଇଛି।
ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ରାଜକନିକା ଅଞ୍ଚଳର ବୋଲି ସୂଚନା ମିଳିଛି। ଜଣେ ସାମ୍ବାଦିକ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିବା ନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ।