ବାସନ୍ଦ ମହିଳାଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦରଖଳା ଗାଁରେ ପୁଅର ଶୁଦ୍ଧିକ୍ରିୟା କରିନପାରିବାରୁ ମହିଳାଙ୍କୁ ବାସନ୍ଦ ଘଟଣାରେ ଆଜି ମହିଳାଙ୍କ ପାଖରେ ଉପଜିଲ୍ଲାପାଳ ଓ ଏସଡିପିଓ ପହଞ୍ଚିଛନ୍ତି।

ବାସନ୍ଦ ମହିଳା ଏବଂ ଗ୍ରାମବାସୀଙ୍କ ସହ ଉଭୟ ଅଧିକାରୀ ଆଲୋଚନା କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes