ମୋବାଇଲ ଫାଟି ନାବାଳକ ଗୁରୁତର

ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଳକ ଦୁଧିଆନାଳି ଗାଁରେ ଏହି ଅଘଟଣ ଘଟିଛି।

ମୋବାଇଲ ଚାର୍ଜରେ ବସିଥିବା ବେଳେ ଫାଟି ଯାଇଥିଲା । ଗୁରୁତର ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes