ବିଡ଼ିଓଙ୍କୁ ବିଧାୟକଙ୍କ ମାଡ ଘଟଣାରେ ଅଫିସରଙ୍କ ସୁରକ୍ଷା ଦାବି କଲା ସଂଘ

ତିଲେଇବଣୀ ବିଡ଼ିଓଙ୍କୁ ଦେବଗଡ଼ ବିଧାୟକ ମାଡ ମାରିବା ଘଟଣାରେ ଅଫିସରଙ୍କ ସୁରକ୍ଷା ଦାବି କରି ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ଭେଟିଛନ୍ତି ଓଏଏସ ସଂଘ।

ଜଣେ ବିଡିଓ ବାହାରୁ ଯାଇ ସେଠି କାମ କରୁଥିବା ବେଳେ ସେ କାହିଁକି ଏମିତି କରିବେ, ବିଧାୟକ ନିଜକୁ ବଞ୍ଚାଇବା ପାଇଁ ବିଡିଓଙ୍କ ନାଁରେ ଏତଲା ଦେଇଛନ୍ତି ବୋଲି ସଂଘ କହିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛି ଓଏଏସ ସଂଘ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes