ଏକ୍ସପ୍ରେସ ଟ୍ରେନ ଧକ୍କାରେ ୨୭ ମଇଁଷି ମୃତ

ରାୟଗଡା ଜିଲ୍ଲାର ପିତାମହଲ ନିକଟରେ ଆଜି ଅପରାହ୍ଣରେ ଆଲେପି-ଧାନବାଦ ଏକ୍ସପ୍ରେସ ଧକ୍କାରେ 27 ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି l

ମଇଁଷି ପଲ ଟ୍ରେନ ଲାଇନ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes