ଆସନ୍ତା ୨୫ ରୁ ୨୭ ତାରିଖ ପ୍ରବଳ ଗ୍ରୀଷ୍ମ ପ୍ରବାହ

ଆସନ୍ତା 25 ରୁ 27 ତାରିଖ ପର୍ଯ୍ୟନ୍ତ ସୋନପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ କହିଛି l

ତାପମାତ୍ରା 3 ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଚେତାବନୀ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes