ଗଞ୍ଜେଇ ଜବତ, ୧ ଗିରଫ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବାଉରିଗୋଡା ଗ୍ରାମରେ କୁଚିଣ୍ଡା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ୧ କେଜି ୪୯୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି।

ବାଭରିଗୋଡା ଗ୍ରାମର ସୁମନ୍ତ ସୁମନ୍ତଙ୍କୁ ଗିରଫ କରି କୁଚିଣ୍ଡା ଅବକାରୀ ବିଭାଗ କାର୍ଯ୍ୟଳୟକୁ ଅଣାଯାଇ ପଚରାଉଚରା କରାଯାଇଥିଲା ତେବେ ତାଙ୍କ ଠାରୁ ଆଉ ଅଧିକ ତଥ୍ୟ ମିଳି ନଥିଲା। ଏହାପରେ ତାଙ୍କୁ ଅଦାଲତକୁ ଚାଲାଣ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes