ଦଶ ଡକାୟତ ଗିରଫ, ହନୁମାନ ପଇସା ଜବତ

କେନ୍ଦ୍ରାପଡ଼ା ପୁଲିସ ଦୁଇଟି ଡକାୟତ ଗ୍ୟାଙ୍ଗର ଦଶ ଜଣ ସଦସ୍ୟଙ୍କ ସହ ଚୋରି ଜିନିଷ କିଣାବିକା କରୁଥିବା 8 ଜଣ ବେପାରୀଙ୍କୁ ଗିରଫ କରିଛି l

ଗିରଫ ଡକାୟତ ମାନଙ୍କ ଠାରୁ ଦୁଇଟି ହନୁମାନ ପଇସା ଜବତ ହୋଇଛି l

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଆମର ଦାବି:ତେଜେଶ୍ୱର

କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆମେ ଦାବୀ କରି ଆସୁଥିବା ବେଳେ ଆଜି ଭୁବନେଶ୍ବରର ଏକ ସଂଗଠନ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରେ ସୀମିତ ରଖିବାକୁ ଦାବି କରିଛି।

ଏହି ଦାବି ସହ ଆମେ ଆଦୌ ଏକମତ ନାହୁଁ ବୋଲି ରାଜ୍ୟ ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଆଜି କହିବା ସହ ରାଜ୍ୟ ଓ କେନ୍ଦ୍ର ପାଖରେ ଆମର ନିର୍ଦ୍ଦିଷ୍ଟ ଦାବୀ ତାହା ହେଲା କେନ୍ଦ୍ରାପଡ଼ାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ବୋଲି କହିଛନ୍ତି।

Nuakhai wishes