୪୦ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା
ଆଜି ଅନୁଗୋଳ ଜିଲ୍ଲାର ତାଳଚେରର ତାପମାତ୍ରା ୪୦ ଡିଗ୍ରୀ ହୋଇଛି।
ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ପଦାକୁ ବାହାରୁ ନଥିଲା ବେଳେ ବାରମ୍ବାର ବିଜୁଳି ଚାଲିଯିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Credible Local News of Odisha
ଆଜି ଅନୁଗୋଳ ଜିଲ୍ଲାର ତାଳଚେରର ତାପମାତ୍ରା ୪୦ ଡିଗ୍ରୀ ହୋଇଛି।
ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ପଦାକୁ ବାହାରୁ ନଥିଲା ବେଳେ ବାରମ୍ବାର ବିଜୁଳି ଚାଲିଯିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପିସିସି ପ୍ରଚାର କମିଟି ମିଟିଂ ଚାଲିଥିବା ବେଳେ ଛେଣ୍ଡିପଦାର ଆଶାୟୀ ପ୍ରାର୍ଥୀ ଗୋବିନ୍ଦ ନାୟକଙ୍କ ସମର୍ଥକ ଗୃହରେ ପଶି ପାଟିତୁଣ୍ଡ କରିଛନ୍ତି।
ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି।
୨ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଛି। କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ ହୋଇଯାଇଛି।
ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଛି।
ଦୁଇ ଦମ୍ପତିଙ୍କ ସହ ନାବାଳକ ପୁଅ ଆହତ ହୋଇଛି।ସମସ୍ତଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦ ଗାଁରେ ଏହି ଘଟଣା ଘଟିଛି।
ଗଳା କଟା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମିଣ୍ଡୋଳ ଗାଁ କାଜୁ ପଡ଼ିଆରେ ମୃତଦେହ ଠାବ ହୋଇଛି।
ଶିକାରୀ ଫାଶରେ ପଡ଼ି କଲରାପତରିଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ରାଜ୍ୟ ସରକାର ଆଇଏଏସ ମହମ୍ମଦ ଅବଦଲ ଅଖତରଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।
କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଶିଶୁଙ୍କ ମା’ ହିଁ ନିଜେ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ମାରିଥିବା ନେଇ ସ୍ୱୀକାର କରିଥିବା କହିଲେ ମୃତ ଶିଶୁଙ୍କ ବାପା। ଅଭିଯୋଗ ପରେ ମା’କୁ ଥାନାରେ ଅଟକ ରଖିଛି ପୁଲିସ।
କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଶିଶୁଙ୍କ ମା’ ହିଁ ନିଜେ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ମାରିଥିବା ନେଇ ସ୍ୱୀକାର କରିଥିବା କହିଲେ ମୃତ ଶିଶୁଙ୍କ ବାପା। ଅଭିଯୋଗ ପରେ ମା’କୁ ଥାନାରେ ଅଟକ ରଖିଛି ପୁଲିସ।
ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ସ୍ଥିତ ଗହମ ଆମ୍ବତୋଟା ପରିସରରେ କଣିହାଁ ବ୍ଲକର କ୍ଷୁଦ୍ର ଯାନ ଗ୍ୟାରେଜ ମାଲିକମାନଙ୍କୁ ନେଇ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗ୍ୟାରେଜ୍ ମାଲିକ ଉପସ୍ଥିତ ରହି କ୍ଷୁଦ୍ରଯାନ ଗ୍ୟାରେଜ ମାଲିକ ଆସୋସିଏସନ୍ ନାମରେ ଏକ ସଙ୍ଗଠନ ଗଠନ କରିଥିଲେ ।
ଶତାଧିକ ମାଲିକ ଓ କର୍ମଚାରୀଙ୍କ ସହମତି କ୍ରମେ ଆସୋସିଏସନ୍ର ନୂତନ ସଭାପତି ଭାବେ କମରେଇ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଦୁଃଖବନ୍ଧୁ ଭୂତିଆ,ଉପସଭାପତି ମିଥୁନ ପ୍ରଧାନ, ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ସାହୁ ନିର୍ବାଚିତ ହୋଇଛନ୍ତି।