ଗ୍ୟାସ ଟାଙ୍କି ଫାଟି ପରିବାରର ୫ ଗୁରୁତର

ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଛି।

ଦୁଇ ଦମ୍ପତିଙ୍କ ସହ ନାବାଳକ ପୁଅ ଆହତ ହୋଇଛି।ସମସ୍ତଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes