ଗ୍ୟାରେଜ ମାଲିକ ସଂଘ ଗଠନ

ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ସ୍ଥିତ ଗହମ ଆମ୍ବତୋଟା ପରିସରରେ କଣିହାଁ ବ୍ଲକର କ୍ଷୁଦ୍ର ଯାନ ଗ୍ୟାରେଜ ମାଲିକମାନଙ୍କୁ ନେଇ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗ୍ୟାରେଜ୍ ମାଲିକ ଉପସ୍ଥିତ ରହି କ୍ଷୁଦ୍ରଯାନ ଗ୍ୟାରେଜ ମାଲିକ ଆସୋସିଏସନ୍ ନାମରେ ଏକ ସଙ୍ଗଠନ ଗଠନ କରିଥିଲେ ।

ଶତାଧିକ ମାଲିକ ଓ କର୍ମଚାରୀଙ୍କ ସହମତି କ୍ରମେ ଆସୋସିଏସନ୍‌ର ନୂତନ ସଭାପତି ଭାବେ କମରେଇ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଦୁଃଖବନ୍ଧୁ ଭୂତିଆ,ଉପସଭାପତି ମିଥୁନ ପ୍ରଧାନ, ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ସାହୁ ନିର୍ବାଚିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes