ଶବ ଶୋଭାଯାତ୍ରା କରି ହତ୍ୟାର ପ୍ରତିବାଦ
ଶନିବାର ଅପହରଣ ଓ ରବିବାର ନଦୀ ପଠାରେ ମୃତଦେହ ମିଳିଥିବା ଘଟଣାରେ ରାୟଗଡ଼ା ଥାନା ଆଗରେ ଶବ ଶୋଭାଯାତ୍ରା କରି ହତ୍ୟାର ପ୍ରତିବାଦ କରିଛନ୍ତି ଲୋକେ।
ଅପହରଣ ଓ ହତ୍ୟାକାରୀଙ୍କୁ ପୋଲିସ ଧରିବାରେ ବିଳମ୍ବ ପାଇଁ ପ୍ରତିବାଦ କରିଛନ୍ତି। ଅପହରଣ ନେଇ ପୋଲିସକୁ ଅବଗତ ସତ୍ତ୍ବେ ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି। ଶବ ଶୋଭାଯାତ୍ରା ବେଳେ ରାସ୍ତାରେ ଏକ ବାଇକ୍ ଜାଳିଦେଲେ।