ରାୟଗଡ଼ା ବସ୍ଷ୍ଟାଣ୍ଡ ସାମ୍ନାରୁ ନବଜାତ ଶିଶୁପୁତ୍ରର ମୃତଦେହ ଅଖା ଭିତରୁ ଉଦ୍ଧାର କଲେ ସଫେଇ କର୍ମଚାରୀ।
ଶିଶୁ ଶରୀରରେ ବାପାମାଆଙ୍କ ନାଁ ଲେଖାଥିବା ମେଡିକାଲ ସ୍ଲିପ୍ ଲାଗିଛି।ଦଙ୍ଗାସିଲ୍ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶିଶୁର ବାପାମାଆଙ୍କ ନାଁ ଲେଖା ହୋଇଛି।
ଶିଶୁପୁତ୍ରର ମୃତ୍ୟୁର କାରଣ ଓ ମୃତଦେହ କିଏ ଫିଙ୍ଗିଲା ଅସ୍ପଷ୍ଟ ରହିଛି।