ଚିକିନିପାଲି ପଥର ଖାଦାନ ଲିଜ ସକାଶେ ଟେଣ୍ତର ବିଜ୍ଞପ୍ତି

ବରଗଡ ଜିଲ୍ଲା ବରପାଲି ତହସିଲ ଅଧୀନସ୍ଥ ଲଘୁ ଖଣିଜ ଉତ୍ସ(ଚିକିନିପାଲି ପଥର ଖାଦାନ)ର ଲିଜ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁନ ମାସ ୨୪ ଯାଏ ବିଡ ଆବେଦନ କରିପାରିବେ।

ବରପାଲିରେ ବସ-ଟ୍ରକ ଧକ୍କା, 18 ଆହତ

ଆଜି ଭୋର ସମୟରେ ବରପାଲି ଜାତୀୟ ରାଜପଥର ଭୁଲିଆ ପଡ଼ା ସମ୍ମୁଖରେ ବସ।ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି ।
ଏଥିରେ ଆହତ ହୋଇଥିବା 18 ଜଣଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

ମହାପ୍ରୟାଣ ଯାନ ଭଡା ସକାଶେ ଟେଣ୍ତର

ବରଗଡ ଜିଲ୍ଲା ମୁଖ୍ଯଚିକିତ୍ସାଳୟକୁ ମହାପ୍ରୟାଣ ଯାନ ଭଡା ସକାଶେ ପ୍ରଶାସନ ତରଫରୁ ଗୋଟିଏ ଡିଜେଲ ଚାଳିତ ବୋଲେରୋ ମେକ୍ସ ଯୋଗାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ବ୍ଯକ୍ତି ବା ଏଜେନ୍ସି ଏନେଇ ଚଳିତ ଜୁନ ମାସ ୨୧ ଯାଏ ବିଡ ଆବେଦନ କରିପାରିବେ।

ବିଭିନ୍ନ ପ୍ଳାଣ୍ଟିଂ ଉପକରଣ ଯୋଗାଣକୁ ନେଇ ଟେଣ୍ତର

ବରଗଡ ଜିଲ୍ଲା ବନ ବିଭାଗ କାର୍ଯ୍ଯାଳୟ ତରଫରୁ ବିଭିନ୍ନ ପ୍ଳାଣ୍ଟିଂ ଉପକରଣ ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଏନେଇ ଆଶାୟୀ ଜୁନ ୨୧ ଭିତରେ ବିଡ ଆବେଦନ କରିପାରିବେ।

ଏନ.ଏଚ.ଏମ ବିଭାଗକୁ ଯାନ ଭଡା ସକାଶେ ବିଜ୍ଞପ୍ତି ପ୍ରକାଶ

ବରଗଡ ଜିଲ୍ଲା ଏନ.ଏଚ.ଏମ ବିଭାଗକୁ ଗୋଟିଏ ଯାନ ଭଡା ସକାଶେ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ବ୍ଯକ୍ତି ବା ଏଜେନ୍ସି ଏନେଇ ଚଳିତ ଜୁନ ମାସ ୨୭ ଯାଏ ବିଡ ଆବେଦନ କରିପାରିବେ।

ଚାରବଙ୍ଗଳାରେ ବଜ୍ରାଘାତ ଯୋଗୁଁ ଜଣେ ମୃତ

ଆଜି ଅପରାହ୍ନରେ ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଗାଁର ଜୈନେକ ଵିଶାଲ ମେହେରର ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଛି ।

ସେ ସମ୍ପର୍କୀୟଙ୍କ ସହ ବସଯୋଗେ ଘରକୁ ଫେରିବା ବାଟରେ ଚାରବଙ୍ଗଳା ନିକଟରେ ବିଜୁଳି ମାରିଥିଲା ।

ଜିଲ୍ଲା ଜରୁରୀକାଳୀନ ବିଭାଗକୁ ଯାନ ଭଡା ସକାଶେ ଟେଣ୍ତର

ବରଗଡ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ଗୋଟିଏ ଯାନ ଭଡା ସକାଶେ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ବ୍ଯକ୍ତି ବା ଏଜେନ୍ସି ଏନେଇ ଚଳିତ ଜୁନ ମାସ ୨୧ ଯାଏ ବିଡ ଆବେଦନ କରିପାରିବେ।

ଜୁନ ୨୪ ରେ ସରିବ ବିଜେପୁର ଇ‐ଆବର୍ଜନା ଟେଣ୍ତର

ବରଗଡ ଜିଲ୍ଲା ବିଜେପୁର ଏନ.ଏ.ସି କାର୍ଯ୍ଯନିର୍ବାହୀ ଅଧିକାରୀଙ୍କ କାର୍ଯ୍ଯାଳୟ ତରଫରୁ ଇ‐ଆବର୍ଜନା ବିକ୍ରୟକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁନ ୨୪ ଭିତରେ ଆବେଦନ କରିପାରିବେ।

ଅତାବିରାରେ ଇ‐ଆବର୍ଜନା ବିକ୍ରୟକୁ ନେଇ ଟେଣ୍ତର

ବରଗଡ ଜିଲ୍ଲା ଅତାବିରା ଏନ.ଏ.ସି କାର୍ଯ୍ଯନିର୍ବାହୀ ଅଧିକାରୀଙ୍କ କାର୍ଯ୍ଯାଳୟ ତରଫରୁ ଇ‐ଆବର୍ଜନା ବିକ୍ରୟକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁନ ୨୪ ଭିତରେ ଆବେଦନ କରିପାରିବେ।

Nuakhai wishes