ମହାପ୍ରାୟାଣ ଯାନ ଭଡା ସକାଶେ ଟେଣ୍ତର

ବରଗଡ ଜିଲ୍ଲାପାଳ କାର୍ଯ୍ଯାଳୟ ଡି.ଇ.ଓ.ସି ବିଭାଗ ତରଫରୁ ମହାପ୍ରାୟାଣ ଯାନ ଭଡାରେ ଯୋଗାଣ ନିମନ୍ତେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ଜୁଲାଇ ୧୩ ଭିତରେ ବିଡ ଦାଖଲ କରିବାକୁ ପ୍ରଶାସନ ସୂଚନା ଦେଇଛି।

ଡି.ଇ.ଓ.ସି କାର୍ଯ୍ଯାଳୟକୁ ଯାନ ଭଡା ସକାଶେ ଟେଣ୍ତର

ବରଗଡ ଜିଲ୍ଲାପାଳ କାର୍ଯ୍ଯାଳୟ ତରଫରୁ ଡି.ଇ.ଓ.ସି କାର୍ଯ୍ଯାଳୟକୁ ଗୋଟିଏ ଯାନ ଭଡାରେ ଯୋଗାଣ ନିମନ୍ତେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ଜୁଲାଇ ୧୨ ଭିତରେ ବିଡ ଦାଖଲ କରିବାକୁ ପ୍ରଶାସନ ସୂଚନା ଦେଇଛି।

ସୈରାତ ଉତ୍ସର ଲିଜ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ବରଗଡ ଜିଲ୍ଲା ଭଟଲି ତହସିଲର ସୈରାତ ଉତ୍ସର ଲିଜ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅଗଷ୍ଟ ମାସ ୧୯ ତାରିଖ ଯାଏ ବିଡ ଆବେଦନ କରିପାରିବେ।

ହୋର୍ଡିଂ ଲଗାଇବା ସକାଶେ ଟେଣ୍ତର ବିଜ୍ଞପ୍ତି

ବରଗଡ ଜିଲ୍ଲା ବୟନ ଶିଳ୍ପ ନିର୍ଦେଶକଙ୍କ କାର୍ଯ୍ଯାଳୟ ତରଫରୁ ହୋର୍ଡିଂ ଲଗାଇବା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଡ ଦାଖଲର ଶେଷ ସୀମା ଜୁଲାଇ ୧୯ ରହିଛି।

ବରପାଲିରୁ 14 ଲକ୍ଷର ଜାଲ ନୋଟ ଜବତ, ଦୁଇ ଗିରଫ

ବରଗଡ ଜିଲ୍ଲାର ବରପାଲିରୁ ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ 14 ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l ଏଥିସହ ନୋଟ ପ୍ରସ୍ତୁତି ମେସିନ ମଧ୍ୟ ଜବତ ହୋଇଛି l

ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଯୁବକ ଥିବା ବେଳେ ଅନ୍ୟ ଜଣେ ପଟୁ ଯାଦବର ଘର ଉତ୍ତର ପ୍ରଦେଶରେ l

ବିକାଶ କ୍ୟାମ୍ପସ ପରିସରରେ ହାଇ-ଏଡୁକନ ୨୨ ଉଦଘାଟିତ

ବରଗଡ଼ ବିକାଶ ଅଣ୍ଡରଗ୍ରାଜୁଏଟ କ୍ୟାମ୍ପସରେ ଦୁଇଦିନିଆ ହାଇ ଏଡୁକନ ୨୨ ଉଦଘାଟିତ ହୋଇଯାଇଛି ।

ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଷ୍ଟେଟ ଓପନ ୟୁନିଭେର୍ସିଟି କୁଳପତି ପ୍ରଫେସର ଏ କେ ଦାସ ମହାପାତ୍ର ଯୋଗଦେଇ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଶିକ୍ଷାଦାନ ଶୈଳୀରେ ବୈଷୟିକ ଓ ଗୁଣାତ୍ମକ ବିକାଶ କୁ ଲକ୍ଷ୍ୟରେ ରଖି ଏପରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବା ଉଚିତ ବୋଲି କହିଥିଲେ ।ବିକାଶ ଗ୍ରୁପର ଡ଼ାଇରେକ୍ଟର ଡା.ସମରେନ୍ଦ୍ର ନାଥ ପଣ୍ଡା ଏବଂ ଡ଼.ନଗେଶ୍ୱର ରାଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ।

Nuakhai wishes