ସିମିଳିଗୁଡାରେ 24 ଘଣ୍ଟାରେ 69.2 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର ସିମିଳିଗୁଡାରେ 69.2, ଲମତାପୁଟରେ 65.2, ନନ୍ଦପୁରରେ 55, ଜୟପୁରରେ 44.2, କୋରାପୁଟରେ 40.2 ଏବଂ ପଟ୍ଟାଙ୍ଗୀରେ 36 ମିଲିମିଟର ବର୍ଷା ରେକର୍ଡ ହୋଇଛି l

ଦ୍ରୌପଦୀ ମୁର୍ମୁ ନିର୍ବାଚିତ, ଆମ୍ବଗୁଡ଼ାରେ ବିଜୟ ଉତ୍ସବ

ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଅବସରରେ ଆମ୍ବଗୁଡ଼ା ବିଜେପି ମଣ୍ଡଳ ପକ୍ଷରୁ ଆମ୍ବଗୁଡ଼ା ଠାରେ ବିଜୟ ଉତ୍ସବ ପାଳନ କରାଯାଉଛି

ବୈପାରୀଗୁଡାରୁ ବାଘ ଛାଲ ଜବତ, ଜଣେ ଗିରଫ

କୋରାପୁଟ ଜିଲ୍ଳାର ବୈପାରୀଗୁଡାରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଏକ ଆଜି ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଥିବା ଜଣାପଡିଛି l

Nuakhai wishes