ମାଓବାଦୀ ପୋତିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ଗରମପାଣି ଜଙ୍ଗଲରେ ଆଜି ଡିଭିଏଫ ଓ ବିଏସଏଫ ଯବାନ ମାନେ କମ୍ବିଂ ଅପରେସନ କରି ମାଓବାଦୀ ମାନେ ପୋତିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି l
ଜବତ ଅସ୍ତ୍ର ମଧ୍ୟରେ ଅଛି 47 ଟି ଏକେ -47 ଗୁଳି, 103 ଟି ଅନ୍ୟାନ୍ୟ ଗୁଳି, 95 ଟି ଜିଲେଟିନ ଷ୍ଟିକ ଏବଂ ଅନ୍ୟ ବିସ୍ଫୋରକ ଅଛି l

ଲକ୍ଷ୍ମୀପୁର ରାମମନ୍ଦିର ନିକଟରୁ ଶିଶୁକନ୍ୟା ଉଦ୍ଧାର

କୋରାପୁଟ ଜିଲ୍ଲା ନାରାୟଣପାଟଣା ଲକ୍ଷ୍ମୀପୁର ରାମମନ୍ଦିର ନିକଟରୁ ଶିଶୁକନ୍ୟା ଉଦ୍ଧାର ହୋଇଛି।

ଲୋକଙ୍କ ସୂଚନା ପରେ ୩ ମାସର ଶିଶୁକନ୍ୟାକୁ ଉଦ୍ଧାର କରିଛି ପୁଲିସ। ଶିଶୁକନ୍ୟାକୁ କିଏ ଛାଡ଼ିଥିଲା ଜଣାପଡ଼ିନି।

Nuakhai wishes