ମଦନପୁର-ରାମପୁରରେ 24 ଘଣ୍ଟାରେ 40 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ମଦନପୁର -ରାମପୁରରେ 40, ନର୍ଲାରେ 34 ଏବଂ କର୍ଲାମୁଣ୍ଡାରେ 27 ମିଲିମିଟର ବର୍ଷା ହୋଇଛି l

କଲମପୁରରେ 24 ଘଣ୍ଟାରେ 218.2 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ 368 ମିମି, କଲମପୁରରେ 218.2, ମଦନପୁର ରାମପୁରରେ 203 ଏବଂ ଲାଞ୍ଜିଗଡ଼ରେ 182.4 ମିଲିମିଟର ବର୍ଷା ହୋଇଛି l

ଲାଞ୍ଜିଗଡ଼ ନିୟମଗିରି ପାହାଡ ଉପରେ ଉଡ଼ିଲା ତ୍ରିରଙ୍ଗା

୭୫ ବର୍ଷ ପରେ କଳାହାଣ୍ଡିର ଲାଞ୍ଜିଗଡ଼ ନିୟମଗିରି ପାହାଡ ଉପରେ ତ୍ରିରଙ୍ଗା ଉଡ଼ିଛି।

ଫୁଲଡୁମେର ଗାଁର ଆଦିବାସୀ ସ୍ଵାଧୀନତା ଦିବସ ପାଳିଛନ୍ତି। ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡ଼ାଇଛନ୍ତି ଡଙ୍ଗରିଆ କନ୍ଧ।

Nuakhai wishes