ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି।
ମୃତ ବ୍ୟକ୍ତିଙ୍କ ପରିବାର ଲୋକ କହିବା ଅନୁଯାୟୀ, ମୃତକ ଜଣଙ୍କ ଗତ ମେ ୪ରୁ ନିଖୋଜ ଥିବାବେଳେ ଗତକାଲି ନିକଟସ୍ଥ ଜଙ୍ଗଲରୁ ବ୍ୟକ୍ତିର ମୃତଦେହ ଠାବ ହୋଇଥିଲା। ପୁ଼ଲିସ ଓ ଫୋରେନସିକ୍ ଟିମ୍ ଆସି ଯାଞ୍ଚ କରିଥିଲେ। ମାତ୍ର ପୋଷ୍ଟମର୍ଟମ ପାଇଁ ପୁଲିସ କୌଣସି ବ୍ୟବସ୍ଥା କରି ନ ଥିବା ଅଭିଯୋଗ ହୋଇଛି।