ଦିଲ୍ଲୀପ ପଧାନ ହେଲେ ଉଲୁଣ୍ଡା ନୂତନ ରେଞ୍ଜର June 4, 2022 by Odisha ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ତଥା ରେଞ୍ଜର ଭାବରେ ଦିଲ୍ଲୀପ କୁମାର ପଧାନ ଆଜି ଯୋଗ ଦେଇଛନ୍ତି।