କୁଞ୍ଚୁପଡ଼ାରେ ଜନଶୁଣାଣିକୁ ବିରୋଧ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର କେଶରମାଲ ପଞ୍ଚାୟତ କୁଞ୍ଚୁପଡ଼ାରେ ଏକ ସିମେଣ୍ଟ ଖଣି ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକ ଜନଶୁଣାଣିକୁ ବିରୋଧ କରିଛନ୍ତି।

ଜନଶୁଣାଣି ହୋଇ ନ ପାରିବାରୁ ଉପଜିଲ୍ଲାପାଳ ଓ ଏଏସ୍‌ପି ଫେରିଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes