ଭୁବନେଶ୍ୱର ସହିଦନଗର ମୈତ୍ରୀ ଯୋଗାଣ ଷ୍ଟୋରରେ ରାସନ ସାମଗ୍ରୀ ମହଜୁଦ ଥାଇ ବି ହିତାଧିକାରୀଙ୍କୁ ବଣ୍ଟା ନଯିବା ନେଇ ଆଜି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପହଁଚି ସ୍ଥିତି ସମୀକ୍ଷା କରି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବଣ୍ଟନ ପାଇଁ ନିର୍ଦେଶ ଦେଇଛନ୍ତି।