ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର ସହିଦନଗର ମୈତ୍ରୀ ଯୋଗାଣ ଷ୍ଟୋରରେ ରାସନ ସାମଗ୍ରୀ ମହଜୁଦ ଥାଇ ବି ହିତାଧିକାରୀଙ୍କୁ ବଣ୍ଟା ନଯିବା ନେଇ ଆଜି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପହଁଚି ସ୍ଥିତି ସମୀକ୍ଷା କରି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବଣ୍ଟନ ପାଇଁ ନିର୍ଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes