ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲା କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ କଣାସ ଗଡ଼ିଶାଗଦାର ସୌମ୍ୟ ରଞ୍ଜନ ପରିଡ଼ା। ସୌମ୍ୟ ମୃତ୍ୟୁ ପୂର୍ବରୁ ନିଜ ହାତ ନିଜେ କାଟିଥିବା ଏକ ଭିଡିଓ କରିଥିଲେ। ଏହା ପରେ ଯୁବକ ଘରଲୋକଙ୍କୁ ଫୋନ୍ କରିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes