ମୋରମ ବୋଝେଇ ଟ୍ରକ ଜବତ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ଠାରେ ଆଜି ମଧ୍ୟାହ୍ନରେ ବେଆଇନ ମୋରମ ବୋଝେଇ ଦୁଇଟି ଟ୍ରକ ଜବତ କରିଛି ଖଇରା ପୁଲିସ ।

ଟ୍ରକ ଦୁଇଟି ରଟିନା ଅଞ୍ଚଳରୁ ଭଦ୍ରକ ଅଭିମୁଖେ ଯାଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes