ଓଡ଼ିଶା ସରକାରଙ୍କ ପାଇଁ ଆଉ ଏକ ସଫଳତା l 2022ରେ ମ୍ୟାଲେରିଆ ବିଲୋପ ପାଇଁ ଉଦ୍ୟମ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରାଯାଇଛି l
ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକଳାପ ଉପରେ ତୃତୀୟ ଶ୍ରେଣୀରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟକୁ ଉନ୍ନୀତ ହୋଇଛି l