ଭାବଗ୍ରାହୀ ମଡେଲ୍ ସ୍କୁଲର ଛାତ୍ରମାନେ ସହିଦନଗରରେ ଦିବ୍ୟାଙ୍ଗଙ୍କ ପାଇଁ ଉତ୍ସର୍ଗୀକୃତ ଭାରତର ପ୍ରଥମ ସେନ୍ସରୀ ପାର୍କ ପରିଦର୍ଶନ କରିବା ସହ ସେମାନେ ସମସ୍ତ ଉପକରଣକୁ ଅତି ସହଜରେ ବ୍ୟବହାର କରି ଏହାର ଆନନ୍ଦ ନେଇଥିଲେ l
ସାଥୀ ଏବଂ ଶିକ୍ଷକମାନଙ୍କ ସହ ଏହିପରି ଭ୍ରମଣ କରିବା କାର୍ଯ୍ୟକ୍ରମ ମୋତେ ଖୁସି ଓ ଆନନ୍ଦ ଦେଇଥିଲା l ଯେଉଁଥିପାଇଁ ମୁଁ ସେନ୍ସୋରୀ ପାର୍କକୁ ବହୁତ ଉପଭୋଗ କରିପାରିଥିଲି ବୋଲି ଛାତ୍ର ରଣଜିତ ଶର୍ମା କହିଛନ୍ତି l