ମ୍ୟାଲେରିଆ ବିଲୋପ ପାଇଁ ଓଡ଼ିଶାକୁ ପ୍ରଶଂସା ପ୍ରମାଣପାତ୍ର

ଓଡ଼ିଶା ସରକାରଙ୍କ ପାଇଁ ଆଉ ଏକ ସଫଳତା l 2022ରେ ମ୍ୟାଲେରିଆ ବିଲୋପ ପାଇଁ ଉଦ୍ୟମ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରାଯାଇଛି l

ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକଳାପ ଉପରେ ତୃତୀୟ ଶ୍ରେଣୀରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟକୁ ଉନ୍ନୀତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes