ଡ୍ରେନ୍ ନଂ 10ରେ ବକ୍ସ କଲଭର୍ଟ ନିର୍ମାଣର ଭିତ୍ତିପ୍ରସ୍ତର

ବୈରାଗୀ ନଗର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ଝାରପଡା ଠାରୁ କେସୁରା ଅଭିମୁଖେ ଅର୍କିଡ୍ ରେସିଡେନ୍ସି ନିକଟରେ ଡ୍ରେନ୍ ନମ୍ବର 10 ଉପରେ ବକ୍ସ କଲଭର୍ଟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି l

ଭୁବନେଶ୍ୱର ମେୟର ସୁଲୋଚନା ଦାସ ସକାଳେ ଏହାର ଶୁଭ ଦେଇଛନ୍ତି l ଏଥିରେ ବିଧାୟକ ଅନନ୍ତ ନାରାୟଣ ଜେନା, ଲୋକ ପ୍ରତିନିଧୀ ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନର ଅଧିକାରୀମାନେ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes