କଟକ ତାଳଦଣ୍ଡା କେନାଲ ଭିତରକୁ ଏକ କାର୍ ପଶି ଯାଇଥିଲା। ପାଣିରେ ବୁଡ଼ି କାର୍ ଭିତରେ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି।
ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାର ପଶିଯାଇଥିଲା।
Credible Local News of Odisha