କଟକ ଜିଲ୍ଲା ଆଠଗଡ଼ ପୁରୁଣା ତିଗିରିଆରେ ଖେଳିବା ବେଳେ କୂଅରେ ପଡିଯାଇଥିଲା ଭଣଜା।
ଭଣଜାକୁ ସୁରକ୍ଷିତ ଉଦ୍ଧାର କରିବା ପରେ ନିଜେ ଫସିଗଲେ ମାମୁ। କୂଅରୁ ମାମୁକୁ ଉଦ୍ଧାର କରି ମେଡିକାଲ ପଠାଇଛି ଅଗ୍ନିଶମ ଟିମ୍।
Credible Local News of Odisha