ତାଳଦଣ୍ଡା କେନାଲକୁ ପଶିଗଲା କାର୍‌

କଟକ ତାଳଦଣ୍ଡା କେନାଲ ଭିତରକୁ ଏକ କାର୍‌ ପଶି ଯାଇଥିଲା। ପାଣିରେ ବୁଡ଼ି କାର୍‌ ଭିତରେ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି।

ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାର ପଶିଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version