କେନ୍ଦୁଝରର ସାଂସଦ ପ୍ରାର୍ଥୀ ବଦଳାଇଛି କଂଗ୍ରେସ।କେନ୍ଦୁଝରର ବିନୋଦ ବିହାରୀ ମାଝୀ ହେଲେ ଲୋକସଭା ପ୍ରାର୍ଥୀ।
ଆସ୍କାରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଦେବକାନ୍ତ ଶର୍ମା ହୋଇଥିବା ବେଳେ ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।
Credible Local News of Odisha