ପୋଖରୀରେ ବୁଡ଼ି ୨ ନାବାଳିକା ସାଙ୍ଗ ମୃତ
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ଗାଁ ଡାହିସାହିରେ ଏହି ଘଟଣା ଘଟିଛି।
ଘର ପଛ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ।
Credible Local News of Odisha
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ଗାଁ ଡାହିସାହିରେ ଏହି ଘଟଣା ଘଟିଛି।
ଘର ପଛ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ।
ମୟୂରଭଞ୍ଜ ଜିଲ୍ଲା ପିଠାବଟା ରେଂଜ କେନ୍ଦୁଆ ଗାଁରୁ ୨ ଶିକାରୀ ଗିରଫ ହୋଇଛନ୍ତି।
ପୁଲିସ ୨ ବନ୍ଧୁକ ଜବତ କରିଛି। ୨ ଶିକାରୀଙ୍କୁ ଧରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ।
ମୟୂରଭଞ୍ଜ ଜିଲ୍ଲା ୪୯ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ଘଟିଛି।
ଏକ ବଡ଼ ପଥରରେ ବସ୍ ପିଟି ହୋଇଛି।ଡ୍ରାଇଭର ଗୁରୁତର ଅଛି। ବସ୍ଟି ରାଉରକେଲାରୁ ମୁର୍ସିଦାବାଦ ଯିବା ବେଳେ ଦୁର୍ଘଟଣା ଘଟିଥିଲା।
ମୟୂରଭଞ୍ଜ ଜିଲ୍ଲା ଏନ୍ଏଚ୍ ୪୯ ବାଙ୍ଗିରିପୋଷି ଘାଟିରେ ଏହି ଘଟଣା ଘଟିଛି।
ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳୁନ ଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି।
ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ପରେ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ୍ ମିଳିତ କମ୍ବିଂ କରିବେ।
ଏ ନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ବନ୍ଧୁକ ରଖିଥିବା ଶିକାରୀଙ୍କୁ ବନ୍ଧୁକ ସରେଣ୍ଡର କରିବାକୁ ଚେତାବନୀ ଦେଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଜଇବିଲା ଗାଁରେ ଏହି ଘଟଣା ଘଟିଛି। ଗାଁର ଜନୈକା ବୃଦ୍ଧାଙ୍କ ଗତ ଶନିବାର ସ୍ୱାଭାବିକ ମୃତ୍ୟୁ ଘଟିଥିଲା। ପୂର୍ବରୁ ବାହାଘର ବେଳେ ବୃଦ୍ଧାଙ୍କ ପୁଅ ଗାଁରେ ଭୋଜି ଦେଇନଥିଲେ।
ପୂର୍ବର ଭୋଜି ପାଇଁ ଏବେ ବୃଦ୍ଧାଙ୍କ ପୁଅଠାରୁ ୧୦କେଜି ମାଂସ ଦାବି କରିଛନ୍ତି କୁଟୁମ୍ବ। ମାଂସ ନଦେଲେ ଶବ ସଂସ୍କାର ନକରିବାକୁ ଅଡ଼ି ବସିଛନ୍ତି। ଫଳରେ ୩ ଦିନ ହେଲାଣି ଘରେ ପଡ଼ିଛି ଶବ।
ଉଦଳା ରାସ୍ତା ଚେକ୍ ଗେଟ୍ ନିକଟରେ ରାସ୍ତା ତଳକୁ ଖସିଲା ବସ୍।
ଭୁବନେଶ୍ୱରରୁ ଉଦଳା ଦେଇ ବାରିପଦା ଯାଉଥିଲା ‘ବାସୁଦେବ’ ବସ୍।
ଠାକୁରମୁଣ୍ଡାରେ ବସ୍ଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ବନ୍ଦ ପାଳନ କରାଯାଉଛି।
ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ମୟୂରଭଞ୍ଜ ଜିଲ୍ଲା ଉଦଳା ରାସ୍ତା ବାଲିଯୋଡ଼ା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
୩ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ମୟୂରଭଞ୍ଜ ଜିଲ୍ଲା ଉଦଳା ରାସ୍ତା ବାଲିଯୋଡ଼ା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
୩ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।