ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି।

ମଙ୍ଗଳ ଆଳତି ପୂର୍ବରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଗଲା।

ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ପ୍ରାର୍ଥୀ ଅରୂପ ପଟ୍ଟନାୟକ।

ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ହଠାତ୍ ଲେଉଟି ପଡିଥିଲେ ଅରୂପ।

ବିଜେଡି କର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ପିପିଲି ହସ୍ପିଟାଲକୁ ନେଇଥିଲେ। ସେ ଏବେ ସୁସ୍ଥ ଥିବା ସୂଚନା ମିଳିଛି।

ଯୌତୁକ ପାଇଁ ଶାଶୁ ଘରେ ବୋହୂକୁ ହତ୍ୟା ଅଭିଯୋଗ

ପୁରୀ କୃଷ୍ଣପ୍ରସାଦ ଥାନା ମଏଁଷା ଗାଁରେ ଥିବା ଶାଶୁଘର ନାଁରେ ଅଭିଯୋଗ କରିଛନ୍ତି ବାପଘର।

ସ୍ବାମୀ, ଶ୍ବଶୁର, ଶାଶୁ ଓ ନଣନ୍ଦଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କଲେ ବାପଘର ଲୋକେ।

ଏଏସଆଇର ଠିକା ମହିଳା ଶ୍ରମିକଙ୍କୁ ସେବାୟତଙ୍କ ମାଡ଼ ଅଭିଯୋଗ

ମହିଳା ଶ୍ରମିକଙ୍କୁ ମାଡ଼ ମାରିବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

ଏ ନେଇ ସିଂହଦ୍ବାର ଥାନାରେ ମହିଳା ଶ୍ରମିକ ଲିଖିତ ଅଭିଯୋଗ କରିଛନ୍ତି।

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କର ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

ମହାପ୍ରଭଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ।

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କର ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

ମହାପ୍ରଭଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ।

କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ

କାକଟପୁରରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ଦାସ।

୨୦୦୯ ଓ ୨୦୧୯ରେ କଂଗ୍ରେସ ଦଳରୁ ବିଧାୟକ ଭାବେ ଲଢ଼ିଛନ୍ତି। ବିଶ୍ବଭୂଷଣ ଦାସ ବିଜେପି ଯିବା ନେଇ ଚର୍ଚ୍ଚା ହେଉଛି।

ବନ୍ଧୁକମୁନରେ ବ୍ୟବସାୟୀଙ୍କ ଠାରୁ ସୁନା ବ୍ୟାଗ୍‌ ଲୁଟ

ଷ୍ଟେସନ ବଜାରରେ ଥିବା ଦୋକାନ ବନ୍ଦ କରି ଫେରିବା ବେଳେ ଡେଲାଙ୍ଗ ଥାନା ଠାରୁ କିଛି ବାଟ ଦୂରରେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

୨୭୦ ଗ୍ରାମ ସୁନା ସହ ୬ କେଜି ରୁପା ଅଳଙ୍କାର ଲୁଟ୍‌ ଅଭିଯୋଗ ହୋଇଛି।

ସିଟି ରୋଡ୍‌ରେ ଯୁବକଙ୍କୁ ହତ୍ୟା

ପୁରୀ ଚକ୍ରବର୍ତ୍ତୀ ରୋଡ୍‌ ଲେପ୍ରୋସି କଲୋନୀ ନିକଟରେ ମୃତଦେହ ପଡ଼ିଛି।

ଯୁବକଙ୍କ ବେକ, ମୁଣ୍ଡ ଓ ହାତରେ କଟା ଦାଗ ରହିଛି।ମୃତକ ବାଲିଗୁଆଳିର ହୋଇଥିବା ବେଳେ ନିଶା କାରବାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Nuakhai wishes