ଆସନ୍ତା 25 ତାରିଖରୁ ରାଜ୍ୟରେ ସ୍କୁଲ ଗୁଡିକର ଖରାଛୁଟି April 21, 2024 by Odisha ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା 25 ତାରିଖରୁ ସ୍କୁଲ ଗୁଡିକରେ ଖରାଛୁଟି ଘୋଷଣା କରିଛନ୍ତି l