ବେକରେ ଗାମୁଛା ଲଗାଇ ଗଛରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି।

ଯୁବକ ଜଣଙ୍କ କିଏ ଓ କାହିଁକି ଏପରି କରୁଛନ୍ତି ଜଣାପଡିନି। ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଟିମ୍‌ର ଉଦ୍ୟମ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes