୪୦ ଲକ୍ଷର ଗଞ୍ଜେଇ ଜବତ

ମାଲକାନଗିରି ଜିଲ୍ଲା ପିପଲ ପଦର ଓ ବାଲିମେଳା ଛକରୁ ୩୯୦ କେଜି ଗଞ୍ଜେଇ ଜବତ କରିଛି ପୁଲିସ।

ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes