ରାଜଧାନୀରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର ଗର୍ଜନ

ଧର୍ମାନ୍ତରିତ ହୋଇଥିବା ଜନଜାତିଙ୍କୁ ସଂରକ୍ଷଣ ସୂଚୀରୁ ବାଦ୍‌ ଦାବି କରି ରାମମନ୍ଦିର ଠାରୁ ଜନଜାତି ସୁରକ୍ଷା ମଞ୍ଚ ବିଶାଳ ଶୋଭଯାତ୍ରା କରିଛି।

ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବେଶରେ ଜନଜାତି ଲୋକେ ଏକାଠି ହୋଇ ନିଜର ଧର୍ମ ସଂସ୍କୃତିକୁ ରକ୍ଷା କରିବା ଦାବିରେ ଶୋଭାଯାତ୍ରା କରିଛନ୍ତି।ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes