୨ ଟ୍ରକ ମୁହାଁ ମୁହିଁ ଧକ୍କାରେ ୨ ଚାଳକ ଗୁରୁତର

କେନ୍ଦୁଝର ଜିଲ୍ଲାପାଟଣା ବ୍ଲକ ଡୁମୁରିଗୋଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ର ନିକଟରେ ଗୁରୁବାର ଅପରାହ୍ନ ରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁଁହିଁ ଧକ୍କା ହେବା ଫଳରେ ଉଭୟ ଗାଡିର ଚାଳକ ଗୁରୁତର ଆହତ ହୋଇଛନ୍ତି। ଚାଳକ ୨ ଜଣ ହେଉଛନ୍ତି ଶ୍ରୀଧର ବେହେରା ଓ ଫାନି8 ଭୂଷଣ ମହାନ୍ତ।ମୁହାଁ ମୁଁହିଁ ଧକ୍କା ହେବା ଫଳରେ ଉଭୟ ଗାଡିର ଚାଳକ ଦୀର୍ଘ ସମୟଗାଡି ଭିତରେ ଚାପି ହୋଇ ରହିଥିଲେ।

ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଏନ ଏଚ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes